Advertisment

କାନ୍ଦ କାନ୍ଦ ହୋଇ ଫେରିଲେ ସଂଯୁକ୍ତା!

ଗୋଟିଏ ମଂଚରେ ଏକାଠି ହେଲେ ସଂଯୁକ୍ତା ଓ ଶ୍ରୀକାନ୍ତ। ସଂଯୁକ୍ତା କାନ୍ଦି କାନ୍ଦି ଫେରିଗଲେ। ହେଲେ ଶ୍ରୀକାନ୍ତ ଛାତି ଚଉଡ଼ା କରି ବୁଲିଲେ। ମହିଳା କର୍ମୀ ନ୍ୟାୟ ଅପେକ୍ଷାରେ ମୁହଁ ଲୁଚାଇ କାନ୍ଦୁଛନ୍ତି। ମନ୍ତ୍ରୀ କିନ୍ତୁ ମୁହଁ ତୋଡ଼ ଦେଖାଇ ସେଲଫି ନେଉଛନ୍ତି। ବିଜେଡିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

author-image
Debendra Prusty

Odisha BjD Women Empowerment