Advertisment

ସାଧୁ ସାଜିଲେ ବରଯାତ୍ରୀ

ରାଜଧାନୀରେ ଦେଖିବାକୁ ମିଳିଛି ନିଆରା ବରଯାତ୍ରା। ପାରମ୍ପାରିକ ରୀତିନୀତିରେ ହେଉଛି ବରଯାତ୍ରା। ବରଯାତ୍ରୀ ଦଳରେ ସାମିଲେ ହୋଇଛନ୍ତି ୧୦୮ ସାଧୁ ସନ୍ଥ। ସାଧୁଙ୍କ ମନ୍ତ୍ର ଉଚ୍ଚାରଣରେ ଯାଉଛି ବର। ଏ ହେଉଛି ଡାକ୍ତର ଆଶୁତୋଷ ଏବଂ ଶ୍ରଦ୍ଧାଙ୍କ ବିବାହ। ଦେଖନ୍ତୁ କିପରି ବିଭିନ୍ନ ରାଜ୍ୟରୁ ଆସି ବରଯାତ୍ରୀ ଦଳରେ ସାମିଲ ହୋଇଛନ୍ତି ସାଧୁ ସନ୍ଥ।

Marriage Sannyasis Odisha Marriage Procession
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe