କାର୍ଯ୍ୟରେ ଅବହେଳା ମହଙ୍ଗା ପଡ଼ିଲା

ସୁନ୍ଦରଗଡ଼ (ବିଜୟ ବରୁଆ): ଉଜ୍ୱଳ ଉତ୍ଥାନ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନକରିବା ସହିତ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳରେ ଦୁଇ ଜଣ ସିଆରସିସି, ଦୁଇ ଜଣ ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମୂଲ୍ୟ କୁମାର ପ୍ରଧାନ। ଏହାସହ କାର୍ଯ୍ୟରେ ଅବହେଳା ପାଇଁ ୧୦ଜଣ  ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ବାଲିଶଙ୍କରା ଏବଂ ଗୁରୁଣ୍ଡିଆ ଶିକ୍ଷା […]

sun

sun

Rakesh Mallick
  • Published: Friday, 01 February 2019
  • Updated: 01 February 2019, 09:50 AM IST

ସୁନ୍ଦରଗଡ଼ (ବିଜୟ ବରୁଆ): ଉଜ୍ୱଳ ଉତ୍ଥାନ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନକରିବା ସହିତ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳରେ ଦୁଇ ଜଣ ସିଆରସିସି, ଦୁଇ ଜଣ ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମୂଲ୍ୟ କୁମାର ପ୍ରଧାନ।

ଏହାସହ କାର୍ଯ୍ୟରେ ଅବହେଳା ପାଇଁ ୧୦ଜଣ  ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ବାଲିଶଙ୍କରା ଏବଂ ଗୁରୁଣ୍ଡିଆ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଗୁରୁଣ୍ଡିଆ ଏବଂ ବାଲିଶଙ୍କରା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେହି ସମୟରେ ଏହି ଅବେହଳା ଏବଂ ଉଜ୍ଜ୍ୱଳ ଉତ୍ଥାନ ଯୋଜନା କାର୍ଯ୍ୟକାରୀତାରେ ଅନିୟମିତତା ଦେଖିଥିଲେ। ଏହାପରେ ସେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛନ୍ତି।

ଗୁରୁଣ୍ଡିଆ ଟାମପରକେଲା ସିଆରସିସି ପଙ୍କଜ ହରିଜନ, ବାଲିଶଙ୍କରା ବ୍ଲକ୍‌ ଲୁଲୁକିଡିହି ସିଆରସିସିର ଉଜ୍ୱଳ ମିଞ୍ଜ, ବାଲିଶଙ୍କରା ବନଡେଗା ପ୍ରଥାମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ଦୀପ ରଞ୍ଜନ ପ୍ରଧାନ, ବ୍ରାହ୍ମଣୀ ବାହାଲ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହାରାମଣୀ ମାଝିଙ୍କ ସହିତ ରାମଛିଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକରୀ ଶିକ୍ଷକ ପଦ୍ମଲୋଚନ କିଷାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story