Advertisment

ଅଟୋ ଚଳାଇ ପେଟ ପୋଷୁଛନ୍ତି ସରପଞ୍ଚ, ଫନି ପରଠୁ ଘର ଭାଙ୍ଗି ପଡ଼ିଛି

ସରପଞ୍ଚ, ହେଲେ ପେଟ ପୋଷିବାକୁ ଚଳାଉଛନ୍ତି ଅଟୋ। ସେପଟେ ଝାଟିମାଟି ଘର ଖଣ୍ଡକ ୨୦୧୯ ଫୋନି ବତ୍ୟା ଠାରୁ ଭାଙ୍ଗି ପଡ଼ିଛି। ତାହା ସଜାଡ଼ିବାକୁ ଆବଶ୍ୟକ ଅର୍ଥ ନଥିବାରୁ ଏହାରି ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ପୂରା ପରିବାର। ବିପଦସଙ୍କୁଳ ଘରେ ରହୁଥିଲେ ହେଁ ତାଙ୍କର ଆତ୍ମବିଶ୍ୱାସ ଧର୍ମ ବାଟରେ କାମ କରିବେ ଓ ଲୋକଙ୍କ ସମସ୍ୟା ସମାଧନ ନିମନ୍ତେ କାମ କରିବେ।

Advertisment

ସରପଞ୍ଚ, ହେଲେ ପେଟ ପୋଷିବାକୁ ଚଳାଉଛନ୍ତି ଅଟୋ। ସେପଟେ ଝାଟିମାଟି ଘର ଖଣ୍ଡକ ୨୦୧୯ ଫୋନି ବତ୍ୟା ଠାରୁ ଭାଙ୍ଗି ପଡ଼ିଛି। ତାହା ସଜାଡ଼ିବାକୁ ଆବଶ୍ୟକ ଅର୍ଥ ନଥିବାରୁ ଏହାରି ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ପୂରା ପରିବାର। ବିପଦସଙ୍କୁଳ ଘରେ ରହୁଥିଲେ ହେଁ ତାଙ୍କର ଆତ୍ମବିଶ୍ୱାସ ଧର୍ମ ବାଟରେ କାମ କରିବେ ଓ ଲୋକଙ୍କ ସମସ୍ୟା ସମାଧନ ନିମନ୍ତେ କାମ କରିବେ। ଅବାଟରେ କାମ କରି ନିଜ ଘରକୁ ପକ୍କା କରିଲେ ଲୋକଙ୍କ ସମସ୍ୟା ଦୂର କରିପାରିବେ ନାହିଁ। ପୁରୀ ଜ଼ିଲ୍ଲା ପିପିଲି ବ୍ଲକ ଚାନ୍ଦ୍ରଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରାଙ୍କ ଏଭଳି ସାଦାସିଧା ଜୀବନ ଶୈଳୀ ଓ ଦୁଃଖକଷ୍ଟ ପରିସ୍ଥିତି ସତ୍ତ୍ୱେ ଧର୍ମ ବାଟରେ ପରିବାର ପ୍ରତିପୋଷଣ କରିବା ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe