Advertisment

ସଂସ୍କୃତି ବିଭାଗ ପକ୍ଷରୁ ସବ୍ୟସାଚୀ ମହାପାତ୍ରଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ଚଳଚ୍ଚିତ୍ର କ୍ଷେତ୍ରରେ ଜାତୀୟ ପୁରସ୍କାର ବିଜେତା ଆଦିମ ବିଚାରର ନିର୍ଦ୍ଦେଶକ ତଥା ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଛି । ଗତକାଲି ସଧ୍ୟ୍ୟାରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂସ୍କୃତି ସଚିବ ଅରବିନ୍ଦ ପାଢ଼ୀ, ସଂସ୍କୃତି ନିର୍ଦ୍ଦେଶକ, ସଙ୍ଗୀତ ନାଟକ ଏକାଡେମୀର ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହିଥିଲେ।

author-image
Rakesh Mallick
ଅଦ୍ୟତନ ହୋଇଛି
ସଂସ୍କୃତି ବିଭାଗ ପକ୍ଷରୁ ସବ୍ୟସାଚୀ ମହାପାତ୍ରଙ୍କୁ ସମ୍ୱର୍ଦ୍ଧନା

sala