Advertisment

ହାରିଗଲେ ସାବିତ୍ରୀ ଜିତିଲା ଯମ

ଶୁଣିଲେ ତ ସାବିତ୍ରୀ ଓଷା ପାଇଁ କେମିତି ସ୍ୱାମୀଙ୍କୁ ଡାକିଥିଲେ ସ୍ତ୍ରୀ? ସ୍ୱାମୀ ବି କହିଥିଲେ, ହଁ ମୁଁ ଯାଉଛି କିନ୍ତୁ ଆଉ ଆସିଲେନି! ସାବିତ୍ରୀ ଦିନ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ କାଷ୍ଠା ଉପବାସରେ ଥିବା ସ୍ତ୍ରୀ ବାହୁନି ବାହୁନି କାନ୍ଦିବା ଛଡ଼ା ଆଉ କିଛି ନାହିଁ।

Road Accident Yamaraj Savitri Brata Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe