Advertisment

ଆଜି ଏସ୍‌ଟିଏସ୍‌ଟି ଓ ଭିନ୍ନକ୍ଷମ ଗଣଶିକ୍ଷକ ସଂଘ ପକ୍ଷରୁ ସମାବେଶ

ଭୁବନେଶ୍ୱର: ଆଜି ଏସ୍‌ଟିଏସ୍‌ଟି ଓ ଭିନ୍ନକ୍ଷମ ଗଣଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ମାହାସମାବେଶ କରାଯିବ। ମୂଳ ନିଯୁକ୍ତିର ୬ ବର୍ଷ ପୂରଣ କରିଥିବା ଏସ୍‌ସି, ଏସ୍‌ଟି ଓ ଭିନ୍ନକ୍ଷମ ଗଣଣିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଲାଗି ସଂଘ ଦାବି କରି ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିଥିଲେ। ସରକାରଙ୍କ ସହ ଦୁଇ ଥର ଆଲୋଚନା ହୋଇଥଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଜି ଲୋୟର ପିଏମ୍‌ଜିରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଶାଳ ସମାବେଶ […]

author-image
Rakesh Mallick
ଆଜି ଏସ୍‌ଟିଏସ୍‌ଟି ଓ ଭିନ୍ନକ୍ଷମ ଗଣଶିକ୍ଷକ ସଂଘ ପକ୍ଷରୁ ସମାବେଶ

gana

ଭୁବନେଶ୍ୱର: ଆଜି ଏସ୍‌ଟିଏସ୍‌ଟି ଓ ଭିନ୍ନକ୍ଷମ ଗଣଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ମାହାସମାବେଶ କରାଯିବ। ମୂଳ ନିଯୁକ୍ତିର ୬ ବର୍ଷ ପୂରଣ କରିଥିବା ଏସ୍‌ସି, ଏସ୍‌ଟି ଓ ଭିନ୍ନକ୍ଷମ ଗଣଣିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଲାଗି ସଂଘ ଦାବି କରି ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିଥିଲେ।

Advertisment

ସରକାରଙ୍କ ସହ ଦୁଇ ଥର ଆଲୋଚନା ହୋଇଥଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆଜି ଲୋୟର ପିଏମ୍‌ଜିରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦିଆଯାଇଛି।