Advertisment

ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ(ଓଡ଼ିଶା ରିପୋର୍ଟର): ଫିଟନେସ୍‌ ଯାଞ୍ଚ ବେଳେ ସ୍କୁଲ ବସ୍‌କୁ ଜରିମାନା। ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଫାଇନ୍‌ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌କୁ ଏହି ଫାଇନ୍‌ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ। ସେପଟେ ଆଜିଠାରୁ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରିଛି ପରିବହନ […]

ଅଦ୍ୟତନ ହୋଇଛି
ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

Koraput

Advertisment

କୋରାପୁଟ(ଓଡ଼ିଶା ରିପୋର୍ଟର): ଫିଟନେସ୍‌ ଯାଞ୍ଚ ବେଳେ ସ୍କୁଲ ବସ୍‌କୁ ଜରିମାନା। ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଫାଇନ୍‌ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌କୁ ଏହି ଫାଇନ୍‌ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ।

Advertisment

ସେପଟେ ଆଜିଠାରୁ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରିଛି ପରିବହନ ବିଭାଗ। ଏହି ସମୟରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି। ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ STAର ଗୁରୁତ୍ୱ ଦେଇ ଏପରି କଡ଼ାକଡ଼ି ଯାଞ୍ଚ କରୁଛି।

New Motor Vehicle Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe