ଜଙ୍ଗଲରେ ଖତ ଖାଉଛି ସ୍କୁଲ୍‌ ଡ୍ରେସ୍‌

ଗରିବ ପିଲା ପିନ୍ଧିବାକୁ ଡ୍ରେସ ପାଉନାହାନ୍ତି, କିନ୍ତୁ ଜନଶୂନ୍ୟ ଜଙ୍ଗଲରେ ଫୋପାଡ଼ି ଦିଆଯାଇଛି ପୁଳାପୁଳା ନୂଆ ସ୍କୁଲ ପୋଷାକ। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ ଗୁଡ଼ିଏ ନୂଆ ପୋଷାକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ।

Debendra Prusty
  • Published: Saturday, 28 January 2023
  • Updated: 28 January 2023, 12:08 PM IST

Sports

Latest News

ଗରିବ ପିଲା ପିନ୍ଧିବାକୁ ଡ୍ରେସ ପାଉନାହାନ୍ତି, କିନ୍ତୁ ଜନଶୂନ୍ୟ ଜଙ୍ଗଲରେ ଫୋପାଡ଼ି ଦିଆଯାଇଛି ପୁଳାପୁଳା ନୂଆ ସ୍କୁଲ ପୋଷାକ। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ ଗୁଡ଼ିଏ ନୂଆ ପୋଷାକ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos