Advertisment

ଛାଡ଼ିଲା ହେଡମାଷ୍ଟରଙ୍କ ପ୍ରେମ ଭୂତ!

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡ଼ିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାରନାମା ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ। ଛାତ୍ରୀମାନଙ୍କୁ ବିଭିନ୍ନ ବାହାନା କରି ଅଫିସ ଡ଼ାକୁଥିୁଲେ ଏହି ରସିକ ହେଡମାଷ୍ଟର।

author-image
Manoj Swain

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡ଼ିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସେନାପତିଙ୍କ କାରନାମା ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ। ଛାତ୍ରୀମାନଙ୍କୁ ବିଭିନ୍ନ ବାହାନା କରି ଅଫିସ ଡ଼ାକୁଥିୁଲେ ଏହି ରସିକ ହେଡମାଷ୍ଟର। କେହି ନଥିବାର ସୁଯୋଗ ନେଇ ସେମାନଙ୍କ ସହ ବିଭିନ୍ନ ଅଶାଳୀନ ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ୧୨ ଜଣ ଆଦିବାସୀ ଛାତ୍ରୀ। ଯାହାକୁ ନେଇ ଶେଷରେ ବନ୍ଧା ହୋଇଛନ୍ତି ଏହି ରସିକିଆ ପ୍ରଧାନଶିକ୍ଷକ।

Advertisment
Kendujhar