ସ୍ୱାମୀଙ୍କୁ ଖୋଜୁଛି, ମୋବାଇଲ ସୁଇଚ୍ ଅଫ୍ କହୁଛି | Odisha Reporter
ଶେଷ ଥର ପାଇଁ ଗୁରୁବାର ଦିନ ସ୍ୱାମୀଙ୍କ ସହ କଥା ହୋଇଥିଲେ ସ୍ତ୍ରୀ। ଆଉ ଶୁକ୍ରବାର ଦିନ କଲ କଲେ ପ୍ରଥମେ ରିଂଗ ହୋଇଥିଲା। ହେଲେ କଲ ଉଠାଇନଥିଲେ। ଶେଷରେ ୪ଟା ପରେ ମୋବାଇଲ ସୁଇଚ୍ ଅଫ କହୁଛି। ଏବେ ସେ ପ୍ରକୃତରେ ଆସିଛନ୍ତି ନା ନାହିଁ ତାହା ମୋବାଇଲ୍ ଟ୍ରାକ୍ କଲେ ଜଣାପଡ଼ିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
