Advertisment

ସେବାୟତ ଦେବେ ପ୍ଲାଜମା

ପୁରୀ (ଓଡ଼ିଶା ରିପୋର୍ଟର):  କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ସେବାୟତ କରିବେ ପ୍ଳାଜମା ଦାନ। ପ୍ଳାଜମା ଦେବାପାଇଁ ପ୍ରାଥମିକ ରକ୍ତ ପରୀକ୍ଷା ପାଇଁ ଆଜି ୧୦ ଜଣ ସେବାୟତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡି ଏବଂ ଯୁବ ସେବାୟତମାନେ। ସେରୋଲଜି ଟେଷ୍ଟ ପରେ ସେମାନେ  ପ୍ଲାଜମା ଦେଇପାରିବେ କି ନାହିଁ ତାହାର ଯାଞ୍ଚ କରାଯିବ।

author-image
Tapaswini Nayak
ସେବାୟତ ଦେବେ ପ୍ଲାଜମା

puri-o

Puri