Advertisment

ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ବସି ସେଲ୍ଫି!

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବଳୟ ଭାଙ୍ଗି ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠେଇଲେ ଫାର୍ମାସିଷ୍ଟ। ହେଲିପ୍ୟାଡରେ ଡ୍ୟୁଟି ପଡିଥିବା ଜଣେ ଫାର୍ମାସିଷ୍ଟ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ସହ ଆସିଥିବା ୩ଟି ହେଲିକ୍ୟାପ୍ଟରରୁ ଗୋଟିଏ ହେଲିକ୍ୟାପ୍ଟରରେ ସେଲ୍ଫି ନେବା ସହ ବସି ଫଟୋ ଉଠାଇଛନ୍ତି। ସେ ପୁଣି ନିଜ ଫେସବୁକ ଏକାଉଣ୍ଟରେ ସେ ଫଟୋ ପୋଷ୍ଟ କରିଛନ୍ତି। ସୁରକ୍ଷା ବଳୟ ଭାଙ୍ଗି କିପରି ହେଲିକାପ୍ଟରରେ ବସି ଯାଇ ଫୋଟ ଉଠେଇଲେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।

Droupadi Murmu Odisha President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe