ମୁହଁରେ ଗୀତ, ହାତରେ ସାଇକେଲ। ଆଉ ସାଇକେଲ ଉପରେ ରଖାଯାଇଛି ଷ୍ଟେସନାରି ସାମଗ୍ରୀ । ଅଣ୍ଟା ଭିଡ଼ିଛନ୍ତି ଫେରିବାଲା ହେବେ ଆଉ ପରିବାରର ପେଟ ପୋଷିବେ। ସେ ହତାଶ ହୋଇ ମଧ୍ୟ ହାରି ଯାଇନାହାନ୍ତି। ଦିବ୍ୟାଙ୍ଗ ହେଲେ ତ କଣ ହେଲା ପରିଶ୍ରମ କରିବାକୁ କେବେ ପଛଘୁଞ୍ଚା ଦେଇନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଆଉ ସହି ହେଉନି ଜଳଯନ୍ତ୍ରଣା
ନଳକୂପ ଅଚଳ ହୋଇପଡିବା ଫଳରେ ଜଳକଷ୍ଟ ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା । ଏହି ୱାର୍ଡରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହନ୍ତି ।
Politics
ମୁଁ କାହିଁକି ନବୀନଙ୍କୁ ପ୍ରଶଂସା କରିବିନି ?
ରାଜ୍ୟ କଂଗ୍ରେସରେ ଏବେ ନୂଆ ତାଲିକା ପ୍ରକାଶ ପାଇଛି। ପଦ ପଦବୀ ବଣ୍ଟନ ହୋଇଛି। କିଛି ନେତାଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ନେତା ସାମିଲ ହୋଇଛନ୍ତି।
Politics
'ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଆସୁଛନ୍ତି, ତାଙ୍କୁ କୁହ'
କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ଆଜି ହଟହଟା ହୋଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଲୋକେ ତାଙ୍କ ନିକଟରେ ବିଭିନ୍ନ ଦାବି ରଖିଥିବା ବେଳେ ମନ୍ତ୍ରୀ କିଭଳି ଅସହାୟ ହୋଇଡ଼ିଥିବା ଭଳି ବ୍ୟବହାର ଆପଣାଉଛନ୍ତି ଦେଖନ୍ତୁ।
Odisha
ରାହା ଖୋଜୁଛନ୍ତି ପ୍ରଶାନ୍ତ
ଅଚଳ ହୋଇପଡିଛି ଶରୀର। ବର୍ଷ ବର୍ଷ ହେଲା ଘରର ଚାରି କାନ୍ଥ ଭିତରେ ଶୋଇ ରହୁଛନ୍ତି ସେ। ମେରୁଦଣ୍ଡ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଜପୁରର ରସୁଲପୁର ବ୍ଲକ ମଠସାହି ଗାଁର ପ୍ରଶାନ୍ତ କୁମାର ଦାସ।