Advertisment

ITI ଚାକିରିଆରୁ ସାଜିଲେ ଫେରିବାଲା

ମୁହଁରେ ଗୀତ, ହାତରେ ସାଇକେଲ। ଆଉ ସାଇକେଲ ଉପରେ ରଖାଯାଇଛି ଷ୍ଟେସନାରୀର ସାମଗ୍ରୀ । ଅଣ୍ଟା ଭିଡ଼ିଛନ୍ତି ଫରିବାଲା ହେବେ ଆଉ ପରିବାରର ପେଟ ପୋଷିବେ।

author-image
Manoj Swain

ମୁହଁରେ ଗୀତ, ହାତରେ ସାଇକେଲ। ଆଉ ସାଇକେଲ ଉପରେ ରଖାଯାଇଛି ଷ୍ଟେସନାରି ସାମଗ୍ରୀ । ଅଣ୍ଟା ଭିଡ଼ିଛନ୍ତି ଫେରିବାଲା ହେବେ ଆଉ ପରିବାରର ପେଟ ପୋଷିବେ। ସେ ହତାଶ ହୋଇ ମଧ୍ୟ ହାରି ଯାଇନାହାନ୍ତି। ଦିବ୍ୟାଙ୍ଗ ହେଲେ ତ କଣ ହେଲା ପରିଶ୍ରମ କରିବାକୁ କେବେ ପଛଘୁଞ୍ଚା ଦେଇନାହାନ୍ତି।

Advertisment
Odisha Odisha Unemployment