ITI ଚାକିରିଆରୁ ସାଜିଲେ ଫେରିବାଲା

  • Published: Sunday, 30 April 2023
  • , Updated: 30 April 2023, 01:18 PM IST

ମୁହଁରେ ଗୀତ, ହାତରେ ସାଇକେଲ। ଆଉ ସାଇକେଲ ଉପରେ ରଖାଯାଇଛି ଷ୍ଟେସନାରି ସାମଗ୍ରୀ । ଅଣ୍ଟା ଭିଡ଼ିଛନ୍ତି ଫେରିବାଲା ହେବେ ଆଉ ପରିବାରର ପେଟ ପୋଷିବେ। ସେ ହତାଶ ହୋଇ ମଧ୍ୟ ହାରି ଯାଇନାହାନ୍ତି। ଦିବ୍ୟାଙ୍ଗ ହେଲେ ତ କଣ ହେଲା ପରିଶ୍ରମ କରିବାକୁ କେବେ ପଛଘୁଞ୍ଚା ଦେଇନାହାନ୍ତି।

Related story