କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା; କହିଲେ-ନିରଞ୍ଜନ ମଦ ଦୋକାନୀ ଓ ସୁନ୍ଦରୀଙ୍କୁ ଦେଖି ଟିକେଟ ଦେଇଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ କଂଗ୍ରେସ ଛାଡ଼ିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବାବେଳେ କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା କହିଛନ୍ତି,“ […]

uooooooooooooooooooiiiiiiiiiiiiiiiii

uooooooooooooooooooiiiiiiiiiiiiiiiii

Tapaswini Nayak
  • Published: Tuesday, 09 April 2019
  • Updated: 09 April 2019, 02:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ କଂଗ୍ରେସ ଛାଡ଼ିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବାବେଳେ କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା।

ଇସ୍ତଫା ଦେବା ପରେ ସୁମିତ୍ରା ଜେନା କହିଛନ୍ତି,“ ଯେଉଁମାନେ କଂଗ୍ରେସରେ ପତାକା ଧରିନାହାନ୍ତି, ସେମାନଙ୍କୁ ପିସିସି ସଭାପତି ଟିକେଟ ଦେଇଛନ୍ତି।”

ସେ ଆହୁରି ଅଭିଯୋଗ କରିଛନ୍ତି ଯେ,ଯେଉଁମାନଙ୍କର ପ୍ରଚୁର ପଇସା ଅଛି, ଯେଉଁ ମହିଳାମାନେ ସୁନା ମଣ୍ଡି ହୋଇ ଆସୁଛନ୍ତି, ଯେଉଁମାନଙ୍କ ଚେହେରାରେ ସୌନ୍ଦର୍ଯ୍ୟ ଅଛି ଓ ଯାହାର ୧୦ରୁ ୧୨ଟି ମଦ ଦୋକାନ ଅଛି ସେମାନେ ଟିକେଟ ପାଇଛନ୍ତି।”

ସେ  କହିଛନ୍ତି,“ ପିସିସି ସଭାପତିଙ୍କ ମନମୁଖୀ କାର୍ଯ୍ୟପାଇଁ ମୁଁ କଂଗ୍ରେସ ଛାଡ଼ୁଛି। ବିଜେଡିକୁ ଜିତାଇବାକୁ ନିରଞ୍ଜନ ପ୍ଲାନ କରୁଥିବା ମୁଁ ଭାବୁଛି। ନିରଞ୍ଜନ କଂଗ୍ରେସ ଦଳକୁ ଶକୁନି ହୋଇ ଆସିଛନ୍ତି। ସେ ପ୍ରତିଶୋଧ ନେବାକୁ ଦଳକୁ ଆସିଥିଲେ। ସେ ଶକୁନି ରୋଲ କରୁଛନ୍ତି। ଦ୍ରୌପଦୀଙ୍କ ଲୁହରେ ଯେପରି କୁରୁ ବଂଶ ନଷ୍ଟ ହୋଇଯାଇଥିଲା, ସେହିପରି ଓଡ଼ିଶା କଂଗ୍ରେସ ମହିଳାମାନଙ୍କ ଲୁହରେ ଧ୍ୱସଂହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story