ବାଲେଶ୍ୱର: ପୁଣି ଜଣେ ଅଧିକାରୀ ହନିଟ୍ରାପର ଶିକାର। ପାକିସ୍ତାନକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ, ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର, ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥଙ୍କ ସୂଚନା। ପୁଲିସର କହିବାନୁଯାୟୀ ହନି ଟ୍ରାପରେ ଫସି ଉକ୍ତ ଅଧିକାରୀ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ। ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ। ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାସ୍ତାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଗାଁରେ ଉତ୍ତେଜନା
ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ପାଇପ୍ ମିସ୍ତ୍ରୀ ରେହେମତ ଖାଁ ଆଜି ସନ୍ଧ୍ୟା ବେଳେ ବାଇକ୍ରେ ଘରକୁ ଆସୁଥିଲେ। ତେବେ ମଝି ରାସ୍ତାରେ ସେହି ଗାଁର ସୁଜିତ ଜେନା ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ।
Politics
୩୧ପର୍ଯ୍ୟନ୍ତ ଚାଲିବ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ
ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି ।
Miscellaneous
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଜଗି
ଓଟିଭିର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଜଗିମଙ୍ଗତ। ମୁଖ୍ୟମନ୍ତ୍ରୀ ମଧ୍ୟ ଓଟିଭିର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିଥିଲେ।
Crime
୩ ବର୍ଷ ହେଲା ଲୁଟୁଥିଲେ ଠକ! ଜାଣିପାରୁନଥିଲେ ବୁଢୀ ମାଉସୀ
ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ଉଲ୍ଲାସଙ୍କ ଆକାଉଣ୍ଟ ଯାଞ୍ଚ କରି କହିଥିଲେ, ୩ରୁ ୪ ବର୍ଷ ତଳେ ଆକାଉଣ୍ଟ ଖୋଲା ଯାଇଛି। ଆଉ ଗତ ୯ ତାରିଖ ୭ଟା ୪୫ ମିନିଟ୍ରେ ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଛି। ତେଣୁ ସେହି ଟଙ୍କା ଉଠାଇବାକୁ ଚାହିଁଥିଲେ ଉଲ୍ଲାସ ମାଉସୀ।
Politics
ହରିୟାଣା ଯିବେ ମୁଖ୍ୟମନ୍ତ୍ରୀ, ନୂଆ ସରକାରର ଶପଥ ସମାରୋହରେ ଯୋଗଦେବେ
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତାକାଲି ଅପରାହ୍ନରେ ଚଣ୍ଡିଗଡ଼ ଅଭିମୁଖେ ଗସ୍ତ କରିବେ ।