‘ପାକିସ୍ତାନକୁ ତଥ୍ୟ ଦେଇ ଗିରଫ ହେଲେ ବରିଷ୍ଠ ଅଫିସର’ | Odisha Reporter
Advertisment
ବାଲେଶ୍ୱର: ପୁଣି ଜଣେ ଅଧିକାରୀ ହନିଟ୍ରାପର ଶିକାର। ପାକିସ୍ତାନକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ, ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର, ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥଙ୍କ ସୂଚନା। ପୁଲିସର କହିବାନୁଯାୟୀ ହନି ଟ୍ରାପରେ ଫସି ଉକ୍ତ ଅଧିକାରୀ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ। ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ। ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us