ଅଦ୍ୟତନ ହୋଇଛି
jaganath daru
Advertisment
ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ ଦାରୁ ଛେଦନ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଖରିପଡିଆରେ ଆଜିଠାରୁ ଆରମ୍ଭ ହୋଇଯାଇଛି ମହାଯଜ୍ଞ। ଏହି ମହାଯଜ୍ଞ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ପୂର୍ଣ୍ଣାହୁତି ପରେ ଏହି ଦିବ୍ୟଦାରୁଙ୍କୁ ଛେଦନ ଆରମ୍ଭ ହେବ। ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ଚଉପଟ କରାଯିବ। ନୂଆ ଶଗଡି ନିର୍ମାଣ ପରେ ଦାରୁଙ୍କୁ ନେଇ ତାହା ପୁରୀ ଅଭିମୁଖେ ବାହାରିବ। ଗତକାଲି ଶ୍ରୀଜଗନ୍ନାଥଙ୍କ ଦାରୁରେ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ଏହି ସମୟରେ ହରିବୋଲ ଧ୍ୱନୀରେ ଫାଟି ପଡୁଥିଲା ଦାରୁସ୍ଥଳୀ। ଏହାପରେ ହୋଇଥିଲା ଅଙ୍କରାରୋପଣ ବିଧି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-07-08h33m11s517.png)