Advertisment

ଶେଷ ପର୍ଯ୍ୟାୟରେ ସମ୍ୱଲପୁର ଜୋନର ୯ଟି ଜିଲ୍ଲାକୁ ପଠାଗଲା ସାର୍ଟିଫିକେଟ୍

କଟକ: ଶେଷ ପର୍ଯ୍ୟାୟ ମାଟ୍ରିକ୍ ସାର୍ଟିଫିକେଟ୍ ପଠାଯାଇଛି। ଶେଷ ପର୍ଯ୍ୟାୟରେ ସମ୍ୱଲପୁର ଜୋନର ୯ଟି ଜିଲ୍ଲା ପାଇଁ ସାର୍ଟିଫିକେଟ୍ ପଠାଯାଇଛି। ତେବେ ବରଗଡ, ସମ୍ୱଲପୁର, ଦେଓଗଡ, ଝାରସୁଗୁଡା ଜିଲ୍ଲାରେ ଥିବା ସ୍କୁଲ ଗୁଡିକ ସମ୍ୱଲପୁର ଜୋନ୍ କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାର ସ୍କୁଲ ଗୁଡିକ ସମ୍ପୃକ୍ତ ଜିଲ୍ଲାର ଡିଇଓଙ୍କ କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଆସନ୍ତାକାଲି ଏବଂ ୨୮ ତାରିଖ ଦୁଇ ଦିନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ଫିଲପ୍ ୨୯ରେ

Orissa-Board-10th-SSC-Date-Sheet-2015

କଟକ: ଶେଷ ପର୍ଯ୍ୟାୟ ମାଟ୍ରିକ୍ ସାର୍ଟିଫିକେଟ୍ ପଠାଯାଇଛି। ଶେଷ ପର୍ଯ୍ୟାୟରେ ସମ୍ୱଲପୁର ଜୋନର ୯ଟି ଜିଲ୍ଲା ପାଇଁ ସାର୍ଟିଫିକେଟ୍ ପଠାଯାଇଛି। ତେବେ ବରଗଡ, ସମ୍ୱଲପୁର, ଦେଓଗଡ, ଝାରସୁଗୁଡା ଜିଲ୍ଲାରେ ଥିବା ସ୍କୁଲ ଗୁଡିକ ସମ୍ୱଲପୁର ଜୋନ୍ କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାର ସ୍କୁଲ ଗୁଡିକ ସମ୍ପୃକ୍ତ ଜିଲ୍ଲାର ଡିଇଓଙ୍କ କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଆସନ୍ତାକାଲି ଏବଂ ୨୮ ତାରିଖ ଦୁଇ ଦିନ ସାର୍ଟିଫିକେଟ୍ ଉପଲବ୍ଧ ହେବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।

Advertisment