ଗଞ୍ଜାମ ଜିଲ୍ଲା ଗସ୍ତରେ ୭ ଜଣିଆ ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ବ୍ୟବସ୍ଥାର ତଦାରଖ କରିବା ପାଇଁ ୭ ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଇଛି। ଏହି ଟିମ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO), ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି। ସେମାନେ ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ କଟକଣା, କରୋନା ସ୍ଥିତି ନିରୀକ୍ଷଣ ଓ ଚିକିତ୍ସା ସହାୟତା ଆଦି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ। ଏଥିସହ ସ୍ଥାନୀୟ ପ୍ରଶାସନକୁ ଏମ୍‌କେସିଜି […]

berhampur

berhampur

Jyoshna Pradhan
  • Published: Sunday, 10 May 2020
  • Updated: 10 May 2020, 09:50 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ବ୍ୟବସ୍ଥାର ତଦାରଖ କରିବା ପାଇଁ ୭ ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଇଛି। ଏହି ଟିମ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO), ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି। ସେମାନେ ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ କଟକଣା, କରୋନା ସ୍ଥିତି ନିରୀକ୍ଷଣ ଓ ଚିକିତ୍ସା ସହାୟତା ଆଦି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ।

ଏଥିସହ ସ୍ଥାନୀୟ ପ୍ରଶାସନକୁ ଏମ୍‌କେସିଜି ମେଡିକାଲ୍ ପକ୍ଷରୁ ମଧ୍ୟ ସହାୟତା କରାଯାଉଥିବା ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ‘ଫାଇଭ୍ ଟି’ ସଚିବ ଭି.କେ. ପାଣ୍ଡିଆନ୍ ମଧ୍ୟ ଗଞ୍ଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ ଆଲୋଚନା କରି ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story