ଓଡ଼ିଶାରେ ଚାଲିଛି ଶଶୀକଳା ସିଣ୍ଡ୍ରୋମ୍ | Odisha Reporter
ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ନେଇ ବିରୋଧୀ କେତେବଳେ ଧ୍ରୁତରାଷ୍ଟ୍ର, ଦୁର୍ଯ୍ୟୋଧନ ତ ଆଉ କେତେବଳେ ବୁଢ଼ା ବାଘର କଥା କହୁଛନ୍ତି। ଆଉ ଏବେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକାଳଙ୍କ ଉଦାହରଣ ଦେଇ ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ୍ ଚାଲୁଥିବା କହିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କିଏ ଏହି ଶଶିକଳା ଆଉ ତାଙ୍କର କଣ ପ୍ରଭାବ ରହୁଛି ମୁଖ୍ୟମନ୍ତ୍ରୀଙ୍କ ଉପରେ, ତାକୁ ନେଇ ଚର୍ଚ୍ଚା ଅନେକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
