ଜଳୁଛି ଶିମିଳିପାଳ | Odisha Reporter
ଜଳୁଛି ଶିମିଳିପାଳ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ପଥରଖଣି, ବେଗୁନାପଟା ଓ ଚିତାବଣିି ଅଞ୍ଚଳରେ ବ୍ୟାପକ ନିଆଁ ଲାଗିଛି। ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ପୁଣି ଜଳୁଛି ଜଙ୍ଗଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
