Advertisment

ରେଫ୍ରିଜେଟର ଦୋକାନରେ ଅଗ୍ନିକାଣ୍ଡ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ଉଦତନଗରରେ ଥିବା ଏକ ରେଫ୍ରିଜେଟର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର  ସାମଗ୍ରୀ ପୋଡ଼ି ଯାଇଛି। ଏଠାରେ  ଫ୍ରିଜ୍‌ ମଧ୍ୟ ମରାମତି କରାଯାଉଥିଲା। ଲଗ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିଥିଲା।  ଆଜି ଦିନ ପ୍ରାୟ ୧୨ଟା ବେଳେ ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟ୍‌ ଯୋଗୁ ନିଆଁ […]

ରେଫ୍ରିଜେଟର ଦୋକାନରେ ଅଗ୍ନିକାଣ୍ଡ

rkl

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ଉଦତନଗରରେ ଥିବା ଏକ ରେଫ୍ରିଜେଟର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର  ସାମଗ୍ରୀ ପୋଡ଼ି ଯାଇଛି। ଏଠାରେ  ଫ୍ରିଜ୍‌ ମଧ୍ୟ ମରାମତି କରାଯାଉଥିଲା।

Advertisment

ଲଗ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିଥିଲା।  ଆଜି ଦିନ ପ୍ରାୟ ୧୨ଟା ବେଳେ ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା  ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe