Advertisment

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ଥିଲା ଦୋକାନ; ଲାଗିଗଲା ନିଆଁ

ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର କ୍ଲବ୍‌ ଛକ ଠାରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି। ନରସିଂହପୁର ଥାନା ଅନ୍ତର୍ଗତ ନୂଆପାଟଣା ଗାଁର କାଠିଆ ସାହୁ କ୍ଲବ୍‌ ଛକଠାରେ ଏକ ପାନ ଦୋକାନ କରିଥିଲେ।  ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଦୋକାନ ବନ୍ଦ ଥିଲା।  ଗତକାଲି ବିଳମ୍ୱିତ ରାତିରେ ତାଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ […]

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ଥିଲା ଦୋକାନ; ଲାଗିଗଲା ନିଆଁ

fair

Advertisment

ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର କ୍ଲବ୍‌ ଛକ ଠାରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି।

Advertisment

ନରସିଂହପୁର ଥାନା ଅନ୍ତର୍ଗତ ନୂଆପାଟଣା ଗାଁର କାଠିଆ ସାହୁ କ୍ଲବ୍‌ ଛକଠାରେ ଏକ ପାନ ଦୋକାନ କରିଥିଲେ।  ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଦୋକାନ ବନ୍ଦ ଥିଲା।  ଗତକାଲି ବିଳମ୍ୱିତ ରାତିରେ ତାଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ତେବେ ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe