sbps1
Advertisment
ଭୁବନେଶ୍ୱର: ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ବିବାହ ଧୁମଧାମାରେ ଅନୁଷ୍ଠିତ ହୋଇଛି। ଶୁକ୍ରବାର ରାତିରେ ଲିଙ୍ଗରାଜ ମନ୍ଦିରରୁ ବାଣ, ବାଜା ସହ ମହାପ୍ରଭୁ ଲିଙ୍ଗରାଜ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ କେଦାରଗୌରୀ ମନ୍ଦିରରେ। ସେଠାରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ଦର୍ଶନ କରିବେ। ପରେ ରାତିରେ ଏକ ବିରାଟ ଶୋଭାଯାତ୍ରାରେ ମା’ ପାର୍ବତୀଙ୍କ ନେଇ ମହାପ୍ରଭୁ ବାହାରିବେ ଲିଙ୍ଗରାଜ ମନ୍ଦିର ଅଭିମୁଖେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us