ସିଦ୍ଧାର୍ଥ ଦାସ ହେଲେ କ୍ରୀଡ଼ା ନିର୍ଦ୍ଦେଶକ,୨ ବର୍ଷ ଧରି ଖାଲି ପଡ଼ିଥିଲା

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଟ୍ରେଜେରୀ ଓ ଇନ୍ସପେକ୍ସନ୍ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ କ୍ରୀଡ଼ା ସଚିବ ଭାବେ ବଦଳି କରାଯାଇଛି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Wednesday, 10 May 2023
  • Updated: 10 May 2023, 10:12 PM IST

ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ପ୍ରାୟ ୨ବର୍ଷ ଧରି ଖାଲି ରହିବା ପରେ ରାଜ୍ୟ ସରକାର ଆଜି ଏହି ପଦବୀ ପୂରଣ କରିଛନ୍ତି । ୨୦୧୨ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦାସ ଏବେ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Also Read

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଟ୍ରେଜେରୀ ଓ ଇନ୍ସପେକ୍ସନ୍ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ କ୍ରୀଡ଼ା ସଚିବ ଭାବେ ବଦଳି କରାଯାଇଛି । ୨୦୨୧ ଅଗଷ୍ଟ ୨ତାରିଖରୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଥିଲା । ଆର. ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିବା ପରେ ଏହି କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ରହିଥିଲା। ଏପରିକି ବିଶ୍ୱକପ୍ ହକି ମ୍ୟାଚ୍ ସମୟରେ ବି କେହି କ୍ରୀଡ଼ା ନିର୍ଦ୍ଦେଶକ ନଥିବା ଜଣାପଡ଼ିଛି । ସେହିପରି ୨୦୧୪ ବ୍ୟାଚ ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଶ୍ରୀ ମହାପାତ୍ର ଓଡ଼ିଶା ଟ୍ରେଜେରୀ ଓ ଇନ୍ସପେକ୍ସନ ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଶିଳ୍ପ ବିଭାଗ ନିର୍ଦ୍ଦେଶକ ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ମହମ୍ମଦ ସିଦ୍ଦିକ ଆଲମ୍ ଏବେ ଅତିରିକ୍ତ ଭାବେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ମହାପାତ୍ର ଦାୟିତ୍ୱ ନେବା ଦିନ ହିଁ ଆଲମଙ୍କ ଅତିରିକ୍ତ ନିଯୁକ୍ତି ରଦ୍ଦ ହୋଇଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସ ଓ ଶ୍ରୀ ମହାପାତ୍ର ଉଭୟ ଓଡ଼ିଶା ଅର୍ଥ ସେବାର ଅଧିକାରୀ ଥିଲେ ଓ ପରେ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଥିଲେ ।

ସେହିପରି ଅନ୍ୟ ଏକ ବିଜ୍ଞପ୍ତିରେ ଅର୍ଥ ବିଭାଗ ୮ଜଣ ବରିଷ୍ଠ ଓଏଫଏସ(ଓଡ଼ିଶା ଅର୍ଥ ସେବା)ର ଅଧିକାରୀଙ୍କ ଆଜି ବଦଳି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story