/odisha-reporter/media/post_attachments/uploads/2016/05/sinapali.jpg)
sinapali
ନୂଆପଡ଼ା: ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଆଜି ନୂଆପଡ଼ା ଜିଲ୍ଲା ସିନାପାଲିରେ ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ଓ ଘରୋଇ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି।
Advertisment
ସିନାପାଲିରୁ ନୂଆପଡ଼ା, ଖଡ଼ିଆଳ ଓ ଧର୍ମଗଡ଼ ଯାଉଥିବା ଗାଡି ଗୁଡ଼ିକ ଅଟକି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
