Advertisment

ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ସିନାପାଲି ବନ୍ଦ

ନୂଆପଡ଼ା: ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଆଜି ନୂଆପଡ଼ା ଜିଲ୍ଲା ସିନାପାଲିରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ ଦିନିକିଆ ବନ୍ଦ ଡାକରା  ଦିଆଯାଇଛି। ଫଳରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।  ଦୋକାନ ବଜାର ଓ ଘରୋଇ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ  ବନ୍ଦ ରହିଛି। ସିନାପାଲିରୁ ନୂଆପଡ଼ା, ଖଡ଼ିଆଳ ଓ ଧର୍ମଗଡ଼ ଯାଉଥିବା ଗାଡି ଗୁଡ଼ିକ ଅଟକି ରହିଛି।

ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ସିନାପାଲି ବନ୍ଦ

sinapali

Advertisment

ନୂଆପଡ଼ା: ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଆଜି ନୂଆପଡ଼ା ଜିଲ୍ଲା ସିନାପାଲିରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ ଦିନିକିଆ ବନ୍ଦ ଡାକରା  ଦିଆଯାଇଛି। ଫଳରେ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।  ଦୋକାନ ବଜାର ଓ ଘରୋଇ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ  ବନ୍ଦ ରହିଛି।

Advertisment

ସିନାପାଲିରୁ ନୂଆପଡ଼ା, ଖଡ଼ିଆଳ ଓ ଧର୍ମଗଡ଼ ଯାଉଥିବା ଗାଡି ଗୁଡ଼ିକ ଅଟକି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe