ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ସିନ୍ଦୂର ଖେଳ

<p>ଭୁବନେଶ୍ୱର: ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ହୋଇଛି ସିନ୍ଦୁର ଖେଳା। ଏହା ହେଉଛି ବଙ୍ଗୀୟ ନୀତି। ବିଜୟା ଦଶମୀରେ ମାଆ ଦୁର୍ଗାଙ୍କୁ ଦିଆଯାଏ ଏହିପରି ବିଦାୟ। ସେଥିପାଇଁ ମହିଳାମାନେ ପରସ୍ପର ସହିତ ସିନ୍ଦୁର ଖେଳନ୍ତି। ପରସ୍ପରର ମଥାରେ ଓ ଶଙ୍ଖାରେ ସିନ୍ଦୁର ବୋଳନ୍ତି। ଏହା ଦ୍ୱାରା ଶଙ୍ଖା ବଜ୍ର ହୁଏ ବୋଲି ବିଶ୍ୱାସ ରହିଛି। ମା&zwnj;ଆଙ୍କୁ ବିଦାୟ ଦି&zwnj;ଆଯାଉଥିଲେ ମଧ୍ୟ କୌଣସି ଦୁଃଖ ନ ଥାଏ।&nbsp; ବରଂ ଆସନ୍ତା ବର୍ଷ ମାଆ ଦୁର୍ଗା ପୁଣି ଥରେ ଆସିବେ ବୋଲି ତାଙ୍କୁ ଖୁସି ମନରେ ବିଦାୟ ଦିଆଯାଏ।&nbsp;<br /> &nbsp; .</p>

Ordigital Desk
  • Published: Saturday, 30 September 2017
  • Updated: 30 September 2017, 09:43 AM IST
<p>ଭୁବନେଶ୍ୱର: ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ହୋଇଛି ସିନ୍ଦୁର ଖେଳା। ଏହା ହେଉଛି ବଙ୍ଗୀୟ ନୀତି। ବିଜୟା ଦଶମୀରେ ମାଆ ଦୁର୍ଗାଙ୍କୁ ଦିଆଯାଏ ଏହିପରି ବିଦାୟ। ସେଥିପାଇଁ ମହିଳାମାନେ ପରସ୍ପର ସହିତ ସିନ୍ଦୁର ଖେଳନ୍ତି। ପରସ୍ପରର ମଥାରେ ଓ ଶଙ୍ଖାରେ ସିନ୍ଦୁର ବୋଳନ୍ତି। ଏହା ଦ୍ୱାରା ଶଙ୍ଖା ବଜ୍ର ହୁଏ ବୋଲି ବିଶ୍ୱାସ ରହିଛି। ମା&zwnj;ଆଙ୍କୁ ବିଦାୟ ଦି&zwnj;ଆଯାଉଥିଲେ ମଧ୍ୟ କୌଣସି ଦୁଃଖ ନ ଥାଏ।&nbsp; ବରଂ ଆସନ୍ତା ବର୍ଷ ମାଆ ଦୁର୍ଗା ପୁଣି ଥରେ ଆସିବେ ବୋଲି ତାଙ୍କୁ ଖୁସି ମନରେ ବିଦାୟ ଦିଆଯାଏ।&nbsp;<br />&nbsp; .</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos