୩୪୫୭ କୋଟି ଟଙ୍କାର ୨୦ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଅରୁନ୍ଧତୀ ବାନ୍ଧକଳା ଲିଃ ୫୫କୋଟି ଟଙ୍କା ବ୍ୟୟରେ ସୋନପୁରରେ ଏକ ଟେକ୍ସଟାଇଲ୍ କମ୍ପାନୀ ସ୍ଥାପନ କରିବ, ଯାହାକି ବର୍ଷକୁ ୧.୮୦ଲକ୍ଷ ଶାଢ଼ୀ ପ୍ରସ୍ତୁତ କରିବ ଓ ଏହାଦ୍ୱାରା ୯୦୩୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

 Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Thursday, 08 June 2023
  • Updated: 08 June 2023, 10:37 PM IST

Sports

Latest News

ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ୩୪୫୭ କୋଟି ଟଙ୍କାର ୨୦ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ୨୦ଟି ପ୍ରକଳ୍ପ ଉପରେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ନିଷ୍ପତ୍ତି ନେଇଥିବାବେଳେ ଅନ୍ୟ ୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି (ହାଇଲେଭଲ କମିଟି)ର ଅନୁମୋଦନ ନିମନ୍ତେ ସୁପାରିଶ କରିଛନ୍ତି ।

ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ମୋଟ ୨୦ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୩୪୫୭କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୪୪୩୬ଜଣଙ୍କୁ ନିଯୁକ୍ତି ମିଳିପାରିବ । ଏହାବ୍ୟତୀତ ଆଉ ୨ଟି ପ୍ରକଳ୍ପକୁ ହାଇଲେଭଲ କମିଟିକୁ ପଠାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୧୦ଟି ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ ଗତ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାରଙ୍କୁ ମିଳିଥିଲା । ଏସବୁ ପ୍ରକଳ୍ପ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ସ୍ଥାପନ ହେବ । ଇଣ୍ଡିଆନ ଅଏଲ କର୍ପୋରେସନ ଓ ତୋଷାଳୀ ସିମେଂଟ ପ୍ରାଃ ଲିଃର ୨ଟି ପ୍ରକଳ୍ପକୁ ହାଇଲେଭଲ କମିଟିକୁ ପଠାଇବାକୁ ସିଙ୍ଗଲୱିଣ୍ଡୋ କମିଟି ସୁପାରିଶ କରିଛନ୍ତି । ଆଜି ଯେଉଁ ୨୦ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଛି ସେଥିରେ ୯ଟି ପ୍ରକଳ୍ପ ମେଟାଲ ସେକ୍ଟରର ହୋଇଥିବାବେଳେ ୫ଟି ପ୍ରକଳ୍ପ ଆଗ୍ରୋ ଓ ଫୁଡ୍ ପ୍ରୋସେସିଂ, ଗୋଟିଏ ଲେଖାଏଁ ପ୍ରକଳ୍ପ ଟେକ୍ସଟାଇଲ୍, ସିମେଂଟ, ଆଇଟି ଓ ଫାର୍ମାସ୍ୟୁଟିକାଲ କ୍ଷେତ୍ରର ରହିଛି ।

Also Read

ଅରୁନ୍ଧତୀ ବାନ୍ଧକଳା ଲିଃ ୫୫କୋଟି ଟଙ୍କା ବ୍ୟୟରେ ସୋନପୁରରେ ଏକ ଟେକ୍ସଟାଇଲ୍ କମ୍ପାନୀ ସ୍ଥାପନ କରିବ, ଯାହାକି ବର୍ଷକୁ ୧.୮୦ଲକ୍ଷ ଶାଢ଼ୀ ପ୍ରସ୍ତୁତ କରିବ ଓ ଏହାଦ୍ୱାରା ୯୦୩୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି କାଲଡ୍ରେ ଇଣ୍ଡିଆ ରିଫ୍ରାକ୍ଟରିଜ୍ ଲିଃ ୫୦୦କୋଟି ଟଙ୍କା ବ୍ୟୟରେ କଳିଙ୍ଗନଗରରେ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ ଓ ଏହା ଦ୍ୱାରା ୩୦୦ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିପାରିବ । ସେହିପରି ତୋଷାଳୀ ସିମେଂଟ ୫୨୫.୪୬କୋଟି ଟଙ୍କାରେ ଚୌଦ୍ୱାରରେ ସିମେଂଟ କାରଖାନା ନିର୍ମାଣ କରିବ ଓ ସେଥିରେ ୧୧୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story