Advertisment

ସାର୍ ଏମିତି ମାରିଲେ କାନ ଫାଟିଗଲା !

ଘରୋଇ ସ୍କୁଲରେ ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ। ସାଙ୍ଗ ବେଡରେ ଶୋଇବାରୁ ନିର୍ଧୁମ ପିଟିଲେ। ବଲାଙ୍ଗିରର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି।

Advertisment

ଘରୋଇ ସ୍କୁଲରେ ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ। ସାଙ୍ଗ ବେଡରେ ଶୋଇବାରୁ ନିର୍ଧୁମ ପିଟିଲେ। ବଲାଙ୍ଗିରର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି। ସଦର ଥାନା ବାଗଭାଡି ଗାଁ ନିକଟରେ ଥିବା ଏକ ଘରୋଇ ସ୍କୁଲର ନିର୍ଦ୍ଦେଶକ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ କାନ ଧରାଇ ବସଉଠ କରାଇଛନ୍ତି। ତେବେ ନାବାଳକଙ୍କ ଭୁଲ ଏତିକି ଯେ ସେ ତାଙ୍କ ସାଙ୍ଗର ବେଡରେ ଶୋଇ ପଡ଼ିଥିଲେ।

Advertisment
Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe