Advertisment

ଦୀପାଳିଙ୍କ ପାଇଁ ଭଉଣୀ ଭଉଣୀ ମୁହାଁମୁହିଁ

ଭଉଣୀ ବନାମ ଭଉଣୀ। ଦୁଇ ଝିଆରୀ ବନାମ ଦାଦା। ବଡ଼ ବିଚିତ୍ର ବିଶ୍ୱାଳ ପରିବାରର ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଝାରସୁଗୁଡ଼ା ନିର୍ବାଚନ ପାଇଁ ୩ ଫାଳ।

author-image
Debendra Prusty

ଭଉଣୀ ବନାମ ଭଉଣୀ। ଦୁଇ ଝିଆରୀ ବନାମ ଦାଦା। ବଡ଼ ବିଚିତ୍ର ବିଶ୍ୱାଳ ପରିବାରର ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଝାରସୁଗୁଡ଼ା ନିର୍ବାଚନ ପାଇଁ ୩ ଫାଳ। 

Advertisment
Odisha BjD Congress Jharsuguda Bypoll