ପତର ପେଣ୍ଡି ସମ୍ପନ୍ନ; ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଧି ମୁତାବକ ଗତକାଲି ସମ୍ପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ। ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତର ପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରମ୍ପରା ଶେଷ ହୋଇଛି। ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରତି […]

777777777

777777777

Tapaswini Nayak
  • Published: Tuesday, 26 May 2020
  • Updated: 26 May 2020, 09:33 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଧି ମୁତାବକ ଗତକାଲି ସମ୍ପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ। ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତର ପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରମ୍ପରା ଶେଷ ହୋଇଛି। ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ।

ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରତି ବର୍ଷ ଏହି ପର୍ବ ବହୁ ଜାକ ଜକମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗ କେବଳ ବିଧି ମୁତାବକ ଏହି ପର୍ବ ଆୟୋଜିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story