ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉରକେଲା ଦେଇ ଆସିଥିବା ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ ଖୋଲି ଦିଆଯାଇଛି। ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିର୍ମିତ ଏହି ଡ୍ୟାମର ପାଣି ଇସ୍ପାତ କାରଖାନାର ଉତ୍ପାଦନ ଲାଗି ବ୍ୟବହାର କରାଯାଇଥାଏ। […]

mandira

mandira

Puspanjali Panda
  • Published: Friday, 21 August 2020
  • Updated: 21 August 2020, 04:30 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉରକେଲା ଦେଇ ଆସିଥିବା ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ ଖୋଲି ଦିଆଯାଇଛି।

ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିର୍ମିତ ଏହି ଡ୍ୟାମର ପାଣି ଇସ୍ପାତ କାରଖାନାର ଉତ୍ପାଦନ ଲାଗି ବ୍ୟବହାର କରାଯାଇଥାଏ। ଏବେ ମନ୍ଦିରା ଡ୍ୟାମରୁ ପାଣି ଛଡ଼ାଯାଇଥିବାରୁ ବ୍ରାହ୍ମଣୀ ନଦୀ କୂଳ ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story