Advertisment

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉରକେଲା ଦେଇ ଆସିଥିବା ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ ଖୋଲି ଦିଆଯାଇଛି। ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିର୍ମିତ ଏହି ଡ୍ୟାମର ପାଣି ଇସ୍ପାତ କାରଖାନାର ଉତ୍ପାଦନ ଲାଗି ବ୍ୟବହାର କରାଯାଇଥାଏ। […]

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌

mandira

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉରକେଲା ଦେଇ ଆସିଥିବା ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ ଖୋଲି ଦିଆଯାଇଛି।

Advertisment

ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିର୍ମିତ ଏହି ଡ୍ୟାମର ପାଣି ଇସ୍ପାତ କାରଖାନାର ଉତ୍ପାଦନ ଲାଗି ବ୍ୟବହାର କରାଯାଇଥାଏ। ଏବେ ମନ୍ଦିରା ଡ୍ୟାମରୁ ପାଣି ଛଡ଼ାଯାଇଥିବାରୁ ବ୍ରାହ୍ମଣୀ ନଦୀ କୂଳ ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe