କୂଅରେ ପଡ଼ିଗଲେ ୬ ବାର୍‌ହା

ସୋନପୁର (ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଛନ୍ତି ୬ଟି ବାର୍‌ହା। ଗତ ରାତିରୁ ବାର୍‌ହାମାନେ କୂଅରେ ପଡ଼ିଛନ୍ତି। ଆଜି ସକାଳେ ଏ ବିଷୟରେ ଜଣାପଡ଼ିବା ପରେ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ବାର୍‌ହାମାନଙ୍କୁ ଉଦ୍ଧାର କରିଥିଲେ ଓ ତା’ପରେ ଜଙ୍ଗଲରେ ଛାଡ଼ି ଦେଇଥିଲେ।

sonpur

sonpur

Rakesh Mallick
  • Published: Friday, 19 October 2018
  • Updated: 19 October 2018, 10:32 AM IST

Sports

Latest News

ସୋନପୁର (ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଛନ୍ତି ୬ଟି ବାର୍‌ହା। ଗତ ରାତିରୁ ବାର୍‌ହାମାନେ କୂଅରେ ପଡ଼ିଛନ୍ତି।

ଆଜି ସକାଳେ ଏ ବିଷୟରେ ଜଣାପଡ଼ିବା ପରେ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ବାର୍‌ହାମାନଙ୍କୁ ଉଦ୍ଧାର କରିଥିଲେ ଓ ତା’ପରେ ଜଙ୍ଗଲରେ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story