ପାର୍ବଣ ଆଗରୁ ଅଶାନ୍ତ ରାଜଧାନୀ, କଥା କଥାରେ ଫୁଟୁଛି ଗୁଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଗିଡ଼ି ଗଲାଣି ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଅପରାଧୀ। ଆଉ ସମୟ ସୁବିଧା ଦେଖି ଆତଙ୍କ ଖେଳାଉଛନ୍ତି। କଥା କଥାକେ ଫୁଟାଉଛନ୍ତି ଗୁଳି। ନଷ୍ଟ ହେଉଛି ଧନଜୀବନ। ହେଲେ ଅଭିଯୁକ୍ତଙ୍କୁ ଧରିପାରୁନି ପୁଲିସ। ପାର୍ବଣ ଆଗରୁ ରାଜଧାନୀର ଏପରି ବିକୃତ ଚିତ୍ର ରାଜଧାନୀବାସୀଙ୍କୁ ବିଚଳିତ କରିଦେଇଛି। ରବିବାର ବିଳମ୍ବିତ ରାତିରେ ସାମାନ୍ୟ କଥାରୁ ଖଣ୍ଡଗିରିବାରି ସ୍ଥିତ ବସ୍‌ ପାର୍କିଂଷ୍ଟାଣ୍ଡର ପ୍ରୀତମ ଜେନାମଣିଙ୍କୁ ଗୁଳି କଲେ ଅପରାଧୀ। ଆଉ ଘଟଣାସ୍ଥଳରୁ […]

crime

crime

Manoranjan Sial
  • Published: Monday, 08 October 2018
  • Updated: 08 October 2018, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଗିଡ଼ି ଗଲାଣି ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା। ସଞ୍ଜ ନଇଁଲେ ସକ୍ରିୟ ହେଉଛନ୍ତି ଅପରାଧୀ। ଆଉ ସମୟ ସୁବିଧା ଦେଖି ଆତଙ୍କ ଖେଳାଉଛନ୍ତି। କଥା କଥାକେ ଫୁଟାଉଛନ୍ତି ଗୁଳି। ନଷ୍ଟ ହେଉଛି ଧନଜୀବନ। ହେଲେ ଅଭିଯୁକ୍ତଙ୍କୁ ଧରିପାରୁନି ପୁଲିସ। ପାର୍ବଣ ଆଗରୁ ରାଜଧାନୀର ଏପରି ବିକୃତ ଚିତ୍ର ରାଜଧାନୀବାସୀଙ୍କୁ ବିଚଳିତ କରିଦେଇଛି।

ରବିବାର ବିଳମ୍ବିତ ରାତିରେ ସାମାନ୍ୟ କଥାରୁ ଖଣ୍ଡଗିରିବାରି ସ୍ଥିତ ବସ୍‌ ପାର୍କିଂଷ୍ଟାଣ୍ଡର ପ୍ରୀତମ ଜେନାମଣିଙ୍କୁ ଗୁଳି କଲେ ଅପରାଧୀ। ଆଉ ଘଟଣାସ୍ଥଳରୁ ଉଭାନ୍‌ ହୋଇଗଲେ। ପୁଲିସ ସେମାନଙ୍କ ପତ୍ତା ପାଉନି। ୨୦୧୮ ମସିହା ଫେବୃୟାରୀ ୨୪ ତାରିଖରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ତମାଣ୍ଡୋ ଅଞ୍ଚଳର ଜଣେ ଲସି ବ୍ୟବସାୟୀ।

୨୦୧୮ ସେପ୍ଟେମ୍ୱର ୨ ତାରିଖରେ ଗୋଷ୍ଠୀ ବିବାଦରୁ ବାଙ୍କୁଆଳରେ ଜଣେ କଲେଜ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଲେ ଅପରାଧୀ। ସେହିମାସ ୭ ତାରିଖରେ ନୂଆଗାଁରେ ଗୋଷ୍ଠୀ ବିବାଦରୁ ଫୁଟିଥିଲା ଗୁଳି। ସେହିମାସ ୧୬ ତାରିଖରେ ଖଣ୍ଡଗିରି ଭରତପୁରରେ ପକୋଡ଼ା ଖିଆରୁ ଫାଷ୍ଟଫୁଡ୍ ସେଣ୍ଟର ମାଲିକଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଅପରାଧୀଙ୍କ ଆକ୍ରମଣରେ କେବଳ ସାଧାରଣ ଲୋକ ଆହତ ହେଉନାହାନ୍ତି, ରାଜଧାନୀ ପୁଲିସ ମଧ୍ୟ ଘାଇଲା ହୋଇଛନ୍ତି।

ପୁଲିସ କହୁଛି, ସହରରେ ବ୍ଲକିଂ ଚାଲିଛି। ହେଲେ କେମିତି ଖସି ଯାଉନ୍ତି ଦୁର୍ବୃତ୍ତ? ଯାହା ରାଜଧାନୀର ବ୍ଲକିଂ ବ୍ୟବସ୍ଥା ଉପରେ ବି ପ୍ରଶ୍ନ ଚିହ୍ନ ଲଗାଇଛି। ୨୦୧୩ ମସିହାରେ ଚୋରା ବନ୍ଧୁକର ବହୁଳ ବ୍ୟବହାର ପାଇଁ ଅରେସନ ‘ବ୍ଲାକ ସ୍ମୋକ’ ଅଭିଯାନ କରାଯାଇଥିଲା। ତଥାପି ଅପରାଧୀ ଅପରାଧ ଘଟାଇ ଚମ୍ପଟ ମାରୁଛନ୍ତି।

ଏପଟେ ପାର୍ବଣକୁ ଆଖିରେ ରଖି ପୁଲିସ ୫୦୦ ଅପରାଧୀଙ୍କ ତାଲିକା ତିଆରି କରିଛି। ଖୁଲମଖୁଲା ଚୋରାବନ୍ଧୁକ ଉପରେ ଚଢ଼ଉ କରିବାକୁ କୁଇକ ଆକସନ ଟିମ୍ ଓ ସ୍ପେଶାଲ ସ୍କାଡକୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story