Advertisment

ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କ’ଣ ମହିଳା ନୁହଁ?

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ବଢୁଛି ବିଜେଡ଼ି ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ। ଏବେ ମୁଖିଆଙ୍କ ପାଖରେ ପହଞ୍ଚିଛି ମାମଲା। ଟୁଇଟ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ସୋମାଲିକା।

author-image
Debendra Prusty

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ବଢୁଛି ବିଜେଡ଼ି ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ। ଏବେ ମୁଖିଆଙ୍କ ପାଖରେ ପହଞ୍ଚିଛି ମାମଲା। ଟୁଇଟ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ସୋମାଲିକା। 

Advertisment
Naveen Patnaik Odisha Women Empowered Odisha