ଦୁର୍ଘଟଣା ପୂର୍ବରୁ ଟ୍ରେନ୍ ଭିତରର ଦୃଶ୍ୟ | Odisha Reporter
ସେହି ସନ୍ଧ୍ୟାରେ କେହି ଜଣେ ଟ୍ରେନ ଯାତ୍ରୀ ବଗି ଭିତର ଦୃଶ୍ୟର ଶୁଟିଂ କରୁଥିଲେ। ଠିକେ ସେତିକିବେଳେ ଘଟିଲା ଦୁର୍ଘଟଣା। କାହା ମୋବାଇଲରେ ଉଠିଥିଲା ଏହି ଭିଡିଓ ଜଣାପଡ଼ିନି। ତେବେ ଭାଇରାଲ ହେଉଛି।
Advertisment
ଦୁର୍ଘଟଣା ପୂର୍ବରୁ ଟ୍ରେନ୍ ଭିତରର ଦୃଶ୍ୟ | Odisha Reporter