ରାଜଧାନୀରେ କରୁଣ ଚିତ୍ର; ମା’ ଶବକୁ ଷ୍ଟ୍ରେଚରରେ ବୋହିଲେ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଦାନ ମାଝି  ନିଜ ପତ୍ନୀଙ୍କ ଶବକୁ ବୋହି ବୋହି ନେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଦୀର୍ଘ ବର୍ଷ ପରେ ରାଜଧାନୀରେ ବି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ବୋହି ନେବାକୁ ବାଧ୍ୟ ହେଲେ। କ୍ୟାପିଟାଲ ହସ୍ପିଟାଲରେ ଏପରି ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ସରକାରଙ୍କ ଦ୍ୱାରା ନିରାଶ ହୋଇଥିବା […]

deadbody

deadbody

Niharika Rout
  • Published: Tuesday, 22 November 2022
  • Updated: 22 November 2022, 08:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଦାନ ମାଝି  ନିଜ ପତ୍ନୀଙ୍କ ଶବକୁ ବୋହି ବୋହି ନେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଦୀର୍ଘ ବର୍ଷ ପରେ ରାଜଧାନୀରେ ବି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ବୋହି ନେବାକୁ ବାଧ୍ୟ ହେଲେ। କ୍ୟାପିଟାଲ ହସ୍ପିଟାଲରେ ଏପରି ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ସରକାରଙ୍କ ଦ୍ୱାରା ନିରାଶ ହୋଇଥିବା ବ୍ୟକ୍ତିଙ୍କୁ କିଛି ସ୍ୱେଚ୍ଛାସେବୀ ସହଯୋଗର ହାତ ବଢ଼ାଇବାରୁ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ୫୦ କିମି ଦୂର ତାଙ୍କ ଗାଁକୁ ପଠାଯାଇଥିବା ଜଣାଯାଇଛି।

ମୃତ ମହିଳା ହେଲେ ବୋଲଗଡ଼ ଡଙ୍ଗରପଡ଼ା ଅଞ୍ଚଳର । ବ୍ରେନ ହାମ୍ରେଜ୍ ହେବାରୁ ୮୨ ବର୍ଷିୟା ବୃଦ୍ଧାଙ୍କୁ ପୁଅ ମାନସ ରଂଜନ ବାହୁବଳେନ୍ଦ୍ର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମା’ର ମୃତଦେହ ନେବାକୁ ମହାପ୍ରୟାଣ ଯୋଜନାରେ  ଏକ ଆମ୍ବୁଲାନ୍ସ ଯୋଗାଇଦେବାକୁ ନିବେଦନ କରିଥିଲେ ମାନସ।  କିନ୍ତୁ କେହି ତାଙ୍କ ଦୁଃଖ ବୁଝି ନ ଥିଲେ। ପାଖରେ ଟଙ୍କା ନ ଥିବାରୁ ଶେଷରେ ମୃତଦେହକୁ ଷ୍ଟ୍ରେଚରରେ ଲଦି ମେଡ଼ିକାଲ୍‌ରୁ ନେଇଥିଲେ ମାନସ ରଂଜନ ।

କିଛି ଦୂରକୁ ଯିବା ପରେ କିଛି ସ୍ୱେଚ୍ଛାସେବୀଙ୍କ ନଜର ମାନସଙ୍କ ଉପରେ ପଡ଼ିଥିଲା। ଏହାପରେ ସେମାନଙ୍କ ସହାୟତାରେ  ଘରୋଇ ଆମ୍ବୁଲାନ୍ସ ସଂଘ ପକ୍ଷରୁ ମାଗଣାରେ ମାନସ ରଂଜନଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା ।

ସେଥିରେ ମା’ଙ୍କ ମୃତଦେହକୁ ନେଇ ୫୦ କିମି ଦୂର ନିଜ ଗାଁ ଡଙ୍ଗରପଡ଼ା ଅଭିମୁଖେ ଯାଇଥିଲେ ମାନସ । ତେବେ ମାନସ ରଂଜନଙ୍କ ଅଭିଯୋଗ ନେଇ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story