ବାପା ବସିଛି ସାମ୍ନାରେ , ଟଳିପଡ଼ିଲା ପୁଅ | Odisha Reporter
Advertisment
କଥାରେ କୁହନ୍ତି ଜୀବନ ସାରୁପତ୍ରରେ ଢଳ ଢଳ ହେଉଥିବା ଜଳ ବୁନ୍ଦା ପରି ଅସ୍ଥିର। କୌଣସି ବି ମୁହୂର୍ତ୍ତରେ ପତ୍ରରୁ ପାଣି ଯେପରି ତଳକୁ ଖସି ପଡିବାର ସମ୍ଭାବନା ରହିଥାଏ ଠିକ ସେହିପରି ପିଣ୍ଡରୁ ପ୍ରାଣ ବାହାରିଯିବାକୁ ବେଶି ସମୟ ଲାଗେନି। ଚାହୁଁ ଚାହୁଁ ହସିଖେଳୁ ଥିବା ମଣିଷଟା ଶବ ପାଲଟିଯାଏ। ଦେଖୁ ଦେଖୁ ଉଜ୍ଜ୍ୱଳମୟ ଆଖିରୁ ଜ୍ୟୋତି ଚାଲିଯାଏ। ବାସ୍ ଏଇ ତ ଜୀବନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us