ମାଆର ଶେଷକୃତ୍ୟ ପୂର୍ବରୁ ମରିଗଲା ପୁଅ | Odisha Reporter
ଜଣେ ପୁଅ ନିଜ ମାଆଙ୍କ ଶେଷ କୃତ୍ୟରେ ସାମିଲ ହେବାକୁ ଘରକୁ ଫେରୁଥିଲେ। ହେଲେ ବାଟରେ ବାଲେଶ୍ୱର ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ବେଶ ଭାଙ୍ଗି ପଡ଼ିଛନ୍ତି।
Advertisment
ମାଆର ଶେଷକୃତ୍ୟ ପୂର୍ବରୁ ମରିଗଲା ପୁଅ | Odisha Reporter