ଜଣେ ପୁଅ ନିଜ ମାଆଙ୍କ ଶେଷ କୃତ୍ୟରେ ସାମିଲ ହେବାକୁ ଘରକୁ ଫେରୁଥିଲେ। ହେଲେ ବାଟରେ ବାଲେଶ୍ୱର ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ବେଶ ଭାଙ୍ଗି ପଡ଼ିଛନ୍ତି।