Advertisment

ହତ୍ୟା ପଛରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ!

ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବିଜେଡି-ବିଜେଡି ଭିତରେ ଆରମ୍ଭ ହୋଇଗଲାଣି ଯୁଦ୍ଧ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ନେତାଙ୍କୁ ହତ୍ୟା କଲେ ବିଜେଡି ନେତା। ବିଜେଡି ଯୁବ ନେତାଙ୍କ ହତ୍ୟା ପରେ ସନ୍ଦେହ ଘେରରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ। ମୃତକଙ୍କ ପରିବାର ଲୋକେ କହିଲେ, ସୁପାରୀ ଦେଇ କରାଯାଇଛି ହତ୍ୟା। ପୂର୍ବରୁ କୁଆଡ଼େ ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମସ୍ତଙ୍କୁ ଧମକ ଦେଉଥିଲେ।

Murder Ganjam Crime Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe