ହସ୍ପିଟାଲରେ ଟିଭି ଦେଖି ବାପାକୁ ଚିହ୍ନିଲା ପୁଅ | Odisha Reporter
ଏ ହସ୍ପିଟାଲରୁ ସେ ହସ୍ପିଟାଲ। ଶହ ଶହ ଶବ। ହଜାରେରୁ ଉର୍ଦ୍ଧ୍ୱ ଆହତ। ବାପା ମା' ୨ ଜଣ ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ। ଦୁର୍ଘଟଣା ଖବର ପାଇବାଠୁ ସୁଦୁର ନେପାଳରୁ ଓଡ଼ିଶା ଧାଇଁ ଆସିଥିଲେ। କିନ୍ତୁ ପୁଅ ବଞ୍ଚିଛି କି ମରିଛି ତାହା ବି ଜାଣିନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
