ଏ ହସ୍ପିଟାଲରୁ ସେ ହସ୍ପିଟାଲ। ଶହ ଶହ ଶବ। ହଜାରେରୁ ଉର୍ଦ୍ଧ୍ୱ ଆହତ। ବାପା ମା' ୨ ଜଣ ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ। ଦୁର୍ଘଟଣା ଖବର ପାଇବାଠୁ ସୁଦୁର ନେପାଳରୁ ଓଡ଼ିଶା ଧାଇଁ ଆସିଥିଲେ। କିନ୍ତୁ ପୁଅ ବଞ୍ଚିଛି କି ମରିଛି ତାହା ବି ଜାଣିନଥିଲେ।