Advertisment

ଚେତା ଫେରିବା ପରେ ମାଆକୁ ଖୋଜୁଛି ପୁଅ

ଚେତା ଫେରିବା ପରେ ହସ୍ପିଟାଲରେ ବେଡ଼ରୁ ଉଠି ମାଆଙ୍କୁ ଖୋଜୁଛି କୁନି ପୁଅ। ଆଖି ସାମ୍ନାରେ ଚିତ୍କାର କରୁଥିଲେ ଶହ ଶହ ଲୋକ ଆଉ ରକ୍ତର ନଦୀ ଭିତରେ ନିଜର ରକ୍ତ ସଂପର୍କୀୟଙ୍କୁ ଖୋଜୁଥିଲେ ପରିବାର ଲୋକେ। କିନ୍ତୁ କୁନି ପୁଅଟି ଶୁଣିଛି ଶେଷ ଚିତ୍କାର ଆଉ ଶହ ଶହ ଲୋକଙ୍କ ଆକୁଳ ନିବେଦନ।

author-image
Debendra Prusty

ଚେତା ଫେରିବା ପରେ ହସ୍ପିଟାଲରେ ବେଡ଼ରୁ ଉଠି ମାଆଙ୍କୁ ଖୋଜୁଛି କୁନି ପୁଅ। ଆଖିରେ ସାମ୍ନାରେ ଚିତ୍କାର କରୁଥିଲେ ଶହ ଶହ ଲୋକ ଆଉ ରକ୍ତର ନଦୀ ଭିତରେ ନିଜର ରକ୍ତ ସଂପର୍କୀୟଙ୍କୁ ଖୋଜୁଥିଲେ ପରିବାର ଲୋକେ। କିନ୍ତୁ କୁନି ପୁଅଟି ଶୁଣିଛି ଶେଷ ଚିତ୍କାର ଆଉ ଶହ ଶହ ଲୋକଙ୍କ ଆକୁଳ ନିବେଦନ। 

Advertisment
Odisha Train Accident Train Tragedy Coromandel Express