ଚେତା ଫେରିବା ପରେ ମାଆକୁ ଖୋଜୁଛି ପୁଅ

  • Published: Wednesday, 07 June 2023
  • , Updated: 07 June 2023, 06:08 PM IST

ଚେତା ଫେରିବା ପରେ ହସ୍ପିଟାଲରେ ବେଡ଼ରୁ ଉଠି ମାଆଙ୍କୁ ଖୋଜୁଛି କୁନି ପୁଅ। ଆଖିରେ ସାମ୍ନାରେ ଚିତ୍କାର କରୁଥିଲେ ଶହ ଶହ ଲୋକ ଆଉ ରକ୍ତର ନଦୀ ଭିତରେ ନିଜର ରକ୍ତ ସଂପର୍କୀୟଙ୍କୁ ଖୋଜୁଥିଲେ ପରିବାର ଲୋକେ। କିନ୍ତୁ କୁନି ପୁଅଟି ଶୁଣିଛି ଶେଷ ଚିତ୍କାର ଆଉ ଶହ ଶହ ଲୋକଙ୍କ ଆକୁଳ ନିବେଦନ। 

Related story