ପୁଅକୁ 8 ଖଣ୍ଡ କରିଦେଲେ...! | Odisha Reporter
ଶୁଣିଲେ ତ ମୃତ ରିଙ୍କୁ ମେହେରଙ୍କ ବଡ଼ ଭାଇ ପରମେଶ୍ୱରଙ୍କ ବୟାନ। ଏବେ ଦେଖନ୍ତୁ ଓଡ଼ିଶା ରିପୋର୍ଟର ହାତରେ ଲାଗିଥିବା ଏ ଦଲିଲକୁ। ଇଏ ହେଉଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଆଡମିଶନ କାର୍ଡ। ଗତ ୧୩ ତାରିଖ ରାତି ୧୨ଟା ପରେ, ଅଥାର୍ତ କମ୍ପ୍ୟୁଟର ସେଟିଙ୍ଗ ଅନୁଯାୟୀ ୧୪ ତାରିଖ ରାତି ୨ଟା ୫୪ ମିନିଟରେ ହସପିଟାଲରେ ମାର୍କଣ୍ଡ ମେହେର, ସାଲେପାଲି,ବଲାଙ୍ଗିର ନାଁରେ ଏକ ଆଉଟଡୋର ଟିକେଟ କରାଯାଇଛି। ଏପରିକି ଭର୍ତ୍ତି ହେବା ପାଇଁ ଇନଡୋର ଟିକେଟ ବି କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
